by Sachidananda Kar ✓ · 28 May 2019
' କେତେ ଦୁଃସାହସ ଆଉ କିଭଳି କ୍ଷମତା ରଖି ମୁଁ ମୋ ଭିତରେ ବଞ୍ଚେ ତୁମେ ତାହା ଧାରଣା କରି ପାରିବନି।ଶାଢ଼ୀ ବନ୍ଧା ହୋଇଥାଉ ତୁମ ଖଟ ଗୋଡରେ ସେମିତି।ଗୋଟେ ସ୍ତ୍ରୀ ଲୋକର ହାତମୁହଁର ଗଣ୍ଠି ଫିଟେଇ ପାରିଛି ମୁଁ।ଅଧା ପୋଡ଼ି ଯାଇଥିବା ଗୋଟେ ସ୍ତ୍ରୀ ଲୋକକୁ ଉଦ୍ଧାର କରି ଫେରିଛି। '
Loading comments…
Loading comments…