by Rabinarayan Senapati ✓ · 8 Mar 2021
- ଜେଜେ, ତାମାନେ କଣ ତୁମେ କହୁଛ, କରଣ ବା କବି ବା ଲେଖକ ବା ହିସାବ ରକ୍ଷକର ପାରିଶ୍ରମିକ କମ ହେବା ଉଚିତ। - ସେକଥା ମୁଁ ଜାଣେନି ନାତି। କେଜାଣି ଦସ୍ୟୁ ରତ୍ନାକର ଅଧିକ ରୋଜଗାର କରୁଥିଲେ କି ବାଲ୍ମୀକି? ଶୁଣ୍ ଏ ତାପରେ କିସ ହେଲା।
Loading comments…
Loading comments…