by Lopamudra Parida ✓ · 20 Oct 2020
କେତେ ଦିନ ପରେ ତାର ବା' ଘର ନିମନ୍ତ୍ରଣ ବାପାଙ୍କ ପାଖକୁ ନେଇ ମଉସା ଆସିଥିଲେ । ଆମେ ସବୁ ଏଥର ତାଙ୍କର ଆଉ ଗୋଟେ ଗାଁକୁ ଯାଉଥିଲୁ ତାଟି ଶଗଡରେ ବସି । ବୋଉ କିନ୍ତୁ ମତେ ଏଥର ଗୋଡେ ଗୋଡେ ଜଗୁଥିଲା ।
Loading comments…
Loading comments…