by ସୌମ୍ଯ ରଞ୍ଜନ ମହାପାତ୍ର ✓ · 18 May 2019
ତାକୁ ଜଣେ ପଚାରିଲା, "ଆଜ୍ଞା, ତମେ ଏତେ ବିଫଳତାରେ ବି କେମିତି ଇଲେକ୍ସନରେ ଠିଆ ହେଉଛ"? ସେ ଉତ୍ତର ଦେଲା ସମୟ ତ ହାଲିଆ ହଉନି ମୁଁ କାହିଁକି ହାଲିଆ ହେବି। ସମୟ ତାକୁ ସାଥ୍ ଦେଲା ଆଠଥରରେ ସେ ଇଲେକସନ ଜିତିଲା ଆଉ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କଲା।
Loading comments…
Comments
Loading comments…