by Satyabati Swain ✓ · 19 May 2019
ଆଜି ରାତି ଅନ୍ଧାରରେ ଭାଇ ଭୀମ ଲୁଚି ଲୁଚି କ୍ଷୀର ଖାଉଥିଲେ। ଦେଖି ଦେଇ ମୁଁ ପଚାରିଲି" ମଝିଆଁ ଭାଇ ଅନ୍ଧାରରେ କେମିତି ଖାଉଛ"?ସେ ମୋତେ କହିଲେ "ଆରେ ଅର୍ଜୁନ ହାତର ବି ଆଖି ଥାଏ। ଦେଖୁନୁ କ୍ଷୀରି ଅନ୍ଧାର ହେଲେବି ପାଟିକୁ ହିଁ ଯାଉଛି"।
Loading comments…
Loading comments…