by Maheswar sahoo ✓ · 9 Oct 2021
ପୋଲିସ ବାବୁ ତ ବହୁତ ରାଗି ଲୋକ, ହକ ଚାକିରି ଖଣ୍ଡେ କେତେ ଘୋଷ ଘାସ ଦେଇ କରିଛନ୍ତି, ପୁଣି ପୋଲିସ ଚାକିରୀ ! କଥାରେ ଅଛି”ମାଛ ଖାଇବୁ ଇଲିସି ! ଚାକିରୀ କରିବୁ ପୋଲିସି !”ସବୁ ଖାତିରିର ଗନ୍ତାଘର । ଚୋର ଠାରୁ ଠକ ସମସ୍ତଙ୍କର ଭୟ ।
Loading comments…
Loading comments…