by puspanjali das ✓ · 23 Jul 2020
ଯଦିଓ ବାପ ହିସାବରେ ରଜତ ପୁଅର ପସନ୍ଦକୁ ଗ୍ରହଣ କରି ନେଇଥିଲେ, ହେଲେ ଶ୍ୟାମାଙ୍ଗି ଲିତାର ରଙ୍ଗଟି ଯୋଗୁଁ ଯେମିତି ମନ ଭିତରେ କୋଉଠି ଟିକିଏ ଅସନ୍ତୋଷ ରହିଯାଇଥିଲା !
Loading comments…
Loading comments…