by akash bhola ✓ · 30 Sept 2019
ଛବିରାଣୀଙ୍କ କାକୁତିମିନତି ଜହ୍ଲାଦଙ୍କ କାନରେ ବାଜୁ ନ ଥାଏ ।କିନ୍ତୁ ବୁଦାମୂଳେ ଲୁଚିଥିବା ସ୍ବାମୀଙ୍କ କାନ ପରଦା ଫଟାଇ ହୃଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉଥାଏ।
Loading comments…
Loading comments…