by Upendra prasad Mahala ✓ · 25 Jun 2021
ଖାଲି ସହର ନୁହେଁ ଗାଆଁରେ କୁଶଳୀ ବଡବାବୁ ଗୋଷ୍ଠୀ ଭର୍ତ୍ତି। ରାଜନୀତିର ଛଳ ସାମାଜିକ ଜୀବନର ଚେହେରା ବଦଳାଇଦେଇଛି। ସରକାରୀ ଅଫିସରେ ଟଙ୍କା ଫିଙ୍ଗିଲେ ଗରିବ ଲୋକଙ୍କୁ ଠକି ଜମିବାଡି ହାତେଇବା ଭଳି ବେଅ।ଇନ କାମ ହୋଇପାରୁଛି।
Loading comments…
Comments
Loading comments…