by Nityananda Nandi ✓ · 28 Mar 2021
ପୁତ୍ର ସ୍ନେହର ନିଶା ଆଗରେ ପୃଥିବୀରେ ସବୁ ନିଶା କ୍ଷଣସ୍ଥାୟୀ। ମାଆ ଗୋଟାଏ ଉଷ୍ଣ ପ୍ରସବଣ। ନବଜାତ ଝରଣାଟିଏ, କଳ କଳ ନାଦରେ ଅନବରତ ବହି ଚାଲିଥାଏ ନିରୁଦ୍ଦିଷ୍ଟ କୋଉ ଏକ ଠିକଣା ଆଡ଼କୁ।
Loading comments…
Loading comments…