by ଦୀପଙ୍କର ଦାସ ✓ · 18 Jan 2022
ସେଦିନ ରାତି ଏମିତି ନାନା ଅନିଶ୍ଚିତତା ଭିତରେ କଟିଲା ପରେ ତାପର ଦିନ ସକାଳେ ଅନେକ ଥର ନିତ୍ୟ ସେ ନମ୍ୱରରେ କଲ୍ କଲା । ଆଉ ଖୁସିର କଥା ଏବେ କିନ୍ତୁ ମଧୁ କଥା ହେଲେ । କିନ୍ତୁ ଏଇ ମଧୁ ନା ଥିଲେ ମଧୁସ୍ମିତା,ନା ମଧୁମିତା,ନା ମଧୁବାଳା ।
Loading comments…
Comments
Loading comments…