by Durga Prasad Panda ✓ · 15 Apr 2021
ରାସ୍ତାରେ ଗଲାବେଳେ , ସ୍କୁଲରେ ପଢିଲା ବେଳେ, ସିନେମା ଦେଖିଲା ବେଳେ କି ବଜାରରେ ବୁଲିଲା ବେଳେ ମୁଁ ନିଜକୁ ଅସୁରକ୍ଷିତ ମନେ କଲି । ସେତବେଳେ ତୁ ମୋତେ ମୋ ନିଜ ଶରୀରକୁ ଅନ୍ୟଠାରୁ ଲୁଚେଇ ରଖିବା ଶିଖେଇଲୁ ।
Loading comments…
Comments
Loading comments…