by Pritisima Swain ✓ · 19 Aug 2020
ଚିଠିର ଦିନ କୁଆଡେ଼ ସମ୍ପର୍କର ମୂଲ୍ୟକୁ ସମ୍ଭାଳି ପାରୁଥିଲା, ମୋବାଇଲର ସୁବିଧାପଣ ସମ୍ପର୍କର ମୂଲ୍ୟକୁ ଅଙ୍କ କଷିଲା ପରି ମିଶେଇ ଫେଡି ଗୁଣି ହରି ଭାଗଶେଷ ଶୂନ୍ୟ କରିଦେଉଛି ।
Loading comments…
Loading comments…