by Jyotiranjan Sahu ✓ · 8 Jul 2019
ରାସ୍ତାରେ ଚାଲି ଚାଲି ଗାଡି ପାଖକୁ ଆସିଲା ବେଳେ ରାଜୁ ବାବୁ ନିଜକୁ ନିଜେ କହି ହେଉଥାଆନ୍ତି " ଚକା ଆଖି ସବୁ ଦେଖୁଛି । କଣ ଦେଖୁଛି ? ତାହାରି ଆଖି ଆଗରେ କେତେ କଣ ଘଟିଯାଉଛି " ! ଏତିକି ବେଳେ ଅଜୁ ତା ବାପାକୁ ପଚାରିଲା " ବାପା ! ସତରେ ଜଗନ୍ନାଥ ଚକା ଆଖିରେ ସବୁ ଦେଖିପାରନ୍ତି " ?
Loading comments…
Loading comments…