by Arati Sahoo ✓ · 11 Sept 2019
ଉଷା ବଡ଼ ଧର୍ମ ସଙ୍କଟରେ ପଡ଼ିଲା । ଆଉ ଠିକ ସେହି ସମୟରେ ହିଁ ପୁଣିଥରେ କୋର୍ଟରୁ ସୁଦର୍ଶନଙ୍କ ନାମରେ ସମନ ଆସିଲା । ପୁଣିଥରେ ଘରେ ଅଶାନ୍ତି ପରିବେଶ ସୃଷ୍ଟି ହେଲା ।
Loading comments…
Loading comments…