by Papu parida ✓ · 8 Apr 2021
ସେ ବି ତ ଜାଣତ ଅବା ଅଜାଣତରେ କେତେ ଲୋକଙ୍କୁ ଠିକ ଏହିପରି ଠକିଛି । କେତେ ପରିବାର ନଷ୍ଟ କରିଛି । କେତେ ସମ୍ପର୍କରେ ଦୂରତା ଆଣିଛି । ସେ ଜାଣି ସାରିଥିଲା ଯେ ଚୋରର ଲାଠି ଚୋର ମୁଣ୍ଡରେ ବାଜି ଯାଇଛି ।
Loading comments…
Loading comments…