by KRUTIBAS NAYAK ✓ · 22 Jun 2021
ମୋ ସ୍ତ୍ରୀ ଘରର ସମସ୍ତ ଜିନିଷକୁ ଟିକିନିଖି କରି ଯାଞ୍ଚକଲେ । ସମସ୍ତ ଜିନିଷକୁ ଉପଯୁକ୍ତ ସ୍ଥାନରେ ରଖିଦେବା ପରେ ଜଣା ପଡ଼ିଲା, ଚୋରମାନେ ସେ ଘରୁ ଗୋଟାଏ ଟଙ୍କାର ବି ଜିନିଷ ନେଇ ନାହାନ୍ତି ।
Loading comments…
Comments
Loading comments…