by Jyotiranjan Sahu ✓ · 1 Aug 2019
ବାପାରେ ବହୁତ ଭୋକଲାଗିଲା । ବାକିରେ ରଘୁଆ ଦୋକାନରୁ ଖାଇବା ଆଣିଆସିଲି । ତା ପଇସାଟା ଦେଇଦେବୁ । ନହେଲେ ମୁଁ ଏ ଜନ୍ମରେ ତାର ଋଣୀ ହୋଇରହିଯିବିରେ ।
Loading comments…
Loading comments…