ମୁଖିଆ କହିଲା କଉ ଦୋକାନ କି ? ମିଟୁ କହିଲା ଆମ ଦୋକାନ ଯାହାକି କାଲି ଚୋରି କରିଅଣାଯାଇଛି । ମୁଖିଆ କହିଲେ ସେ ଦୋକାନ କାହାର ? ମିଟୁ କହିଲା ସେ ଦୋକାନ ଆମର । ଆଉ ମୋ ଭାଇ ସେ ବେପାର କରୁଥିଲେ କିନ୍ତୁ ମୁଁ ଯେତେବେଳେ ପଇସା ମାଗେ ସେ ଦେଉଥିଲେ ଆଉ ଗତ କାଲି ମୋତେ ମନା କରିବାରୁ ମୁଁ ଚୋରି କରେଇଛି । ମୁଖିଆ ଆଶ୍ଚର୍ଯ୍ୟ ହୋଇ ଅନାଇ କହିଲେ ତମେ କେତେବେଳେ ଦେଖିଛ କି ସେ ଦୋକାନରେ କଣ କଣ ଥିଲା, ଯେ କି ଚୋରି ହୋଇଛି ?
Loading comments…