by Priyaranjan Biswal ✓ · 9 Aug 2020
ହେଲେ ତୁମର ଉଦାରତା, କର୍ତ୍ତବ୍ଯ ପରାୟଣତା, ମହାନତା ଆଗରେ ମୋ ମନର ଲୋଭ ହାର ମାନିବାକୁ ବାଧ୍ଯ ହେଲା। ମୁଁ ସିନା ମୋ ଲୋଭର ବଶବର୍ତ୍ତି ହୋଇ ବେଳେବେଳେ ଚୋରି କରିବା ଭଳି କାର୍ଯ୍ଯ କରିବସେ, ହେଲେ ମୁଁ କାହାର କାନ୍ଦ କେବେ ସହିପାରେନି। ତୁମକୁ
Loading comments…
Loading comments…