by Kanan Bala Nayak ✓ · 1 Jun 2019
ନାରୀ ସବୁ କିଛି ସହି ପାରେ ହେଲେ ତା ସ୍ବାମୀ ତାକୁ ଚରିତ୍ର ହୀନାର ଆଖ୍ୟା ଦେଲେ ତା ଆତ୍ମା ଥରି ଉଠେ । ବଞ୍ଚିବାଟା ତା ପାଇଁ ମରଣ ସହିତ ସମାନ ହୋଇ ଯାଇଥାଏ । ଯେଉଁ ସମ୍ପଦଙ୍କ ପାଇଁ ସେ ନିଜ ଜନ୍ମ କଲା ବାପା ମାଆଙ୍କୁ ପର କରିଦେଲେ ।
Loading comments…
Loading comments…