by Akshayakumar Dash ✓ · 25 Mar 2020
ବେଳେ ବେଳେ ମନରେ ଚରିତ୍ର କୁ ନେଇ ଅନେକ ପ୍ରଶ୍ନ ।ଆମ ଭାଷାରେ ଢଗ ଟିଏ, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର ।
Loading comments…
Loading comments…