by Lopamudra Parida ✓ · 1 Oct 2020
ହୃଦୟ ଟା ବା ଆୟତନରେ କୁଆଡେ ଆମ ବାଁ ପଟ ହାତ ମୁଠା ଯେଡିକି ସେଡିକି ।ସିଏ ହି ଶିଖେଇଥିଲା ପିଲା ବେଳେ ।ମତେ ଲାଗୁଥିଲା ଏ ହୃଦୟ ଟା ଯେମିତି ଜନ୍ମ ରୁ ପାରଦର୍ଶୀ କାଚରେ ତିଆରି ହେଇଥାଏ, ଧିରେ ଧିରେ ବଢୁ ବଢୁ ଅଙ୍ଗାର କି ପଥର ହେଇଯାଏ,ସବୁ ସହି
Loading comments…
Loading comments…