by Lalita Mohan Mishra ✓ · 2 Jan 2021
ପାଠପଢି ଆଜି ଦାଦନ ପରି ସେ ଖଟୁଛି । କରୋନା ଯୋଦ୍ଧା ଠାରୁ ଆରମ୍ଭ କରି ଯେତେ ସରକାରୀ କାମରେ ତାକୁ ଲଗାଉଛନ୍ତି । ଦରମା କଥା ନ କହିବା ଭଲ । ଦିନ ମଜୁରିଆ ଶ୍ରମିକ ଠାରୁ ବି କମ୍ । ଆଶ୍ରମ ବିଦ୍ୟାଳୟର ରୋଷେୟା ଠାରୁ ବି ଦରମା କମ୍ ।
Loading comments…
Loading comments…