by suchitra pradhan ✓ · 12 May 2020
ମୁଁ ତ ଆଜି ସବୁ କିଛି କରିଦେଲି।ନିଜ ଝିଅ ପାଇଁ ଆଉ କାହାକୁ କାଳଙ୍କିନି ସଜେଇଦେଲି।ଆଉ ଗୋଟେ ମାଆକୁ ବି ମାରିଦେଲି।ଆଉ ନିଜେ ନିଜ ହାତରେ ମୋ ଖାକୀ ପୋଷାକରେ ଦାଗ ଲଗେଇଦେଲି।
Loading comments…
Loading comments…