by Panchanan Jena ✓ · 16 Dec 2019
ନୂଆ ବୋହୁ ଜେଜେମା ସେଦିନ ବହୁତ କାନ୍ଧିଥିଲେ । କାନ୍ଦି କାନ୍ଦି ଲୋତକର ଧାରାବି ଶ୍ରାବଣର ଧାରାକୁ ଟପି ଯାଇଥିଲା ସେଦିନ । ଶେଷରେ ନିଜକୁ ବୁଝେଇ ଥିଲେ । ମନକୁ ଦୃଢ କରିଥିଲେ ।
Loading comments…
Loading comments…