by Manorama Hati ✓ · 4 Nov 2019
ଜୀବନ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଜୀଇଁବାରେ ହିଁ ପ୍ରକୃତ ଖୁସି ମିଳେ ଏବେ ଏବେ ଜାଣିଲି, ବପା ଯେବେ ମୋ ହାତରନ୍ଧାର ପ୍ରଶଂସା କଲେ ।ସେତେବେଳେ ମୋ ଭିତରେ କେମିତି ଆନନ୍ଦ ର ପର୍ବ ଟିଏ ପାଳନ ହେଇଗଲା ।
Loading comments…
Comments
Loading comments…