by shibaram dalai ✓ · 25 Oct 2019
ମଧ୍ୟାହ୍ନ ସମୟ ଶିବବାବୁ ସକାଳ ଅଇଁଠା ବାସନ ମାଜିବାକୁ ବାରିପଟ ପାଇପ ମୂଳକୁ ଯାଇଥିଲେ। ହଠାତ ରୀନା ମୁଣ୍ଡ ପାଖ ଟେବୁଲ ଉପରେ ଥିବା ଫୋନଟା ବାଜି ଉଠିଲା ।
Loading comments…
Loading comments…