by Sambit Srikumar ✓ · 26 Dec 2020
ଅନାମ ବାବୁଙ୍କୁ ସାପ ଶୁଂଘି ଯାଇଥିଲା। ଆସନ୍ନ ବିପଦର ଆଶଙ୍କାରେ ବାକ୍ ଶକ୍ତି ଶୂନ୍ୟ ହୋଇ ଯାଇଥିଲେ ଯେପରି। ଜୀବନର ଦିନ ସବୁ ଶେଷ ହୋଇ ଯାଇଥିବା ପରି ଲାଗୁଥିଲା ଯେମିତି। ଉଁଚୁଁ କିଛି ବି କହିଲେ ନାହିଁ। ନନ୍ଦୁ ବି ଛାଡିବା ଜନ୍ତୁ ନୁହେଁ! ନିଜ
Loading comments…
Loading comments…