by Pravanjan Dash ✓ · 31 Oct 2021
ମଞ୍ଚଉପରେ ନିଜ ଡାଡିଙ୍କୁ ମୁଖ୍ୟ ଅତିଥି ଭାବରେ ଦେଖି ସ୍ନେହା ଯେତିକି ଖୁସି ଥିଲା ତା’ ଠାରୁ ଢେର ଅଧିକ ନିଜକୁ ଗର୍ବିତ ମନେ କରୁଥିଲା। ମୁଖ୍ୟ ଅତିଥି ଭାବେ ସ୍ନେହାର ଡାଡିଙ୍କୁ ଦେଖି ପରିହାସ କରୁଥିବା ସାଙ୍ଗସାଥୀମାନଙ୍କ ମୁହଁ ଫିକା ପଡିଗଲା।
Loading comments…
Loading comments…