by ଦୀପଙ୍କର ଦାସ ✓ · 7 Oct 2021
ଏଇ ଦେଖ ପାଖ ବେଡ୍ କୁ କାଲି ସିଏ ଜଣେ ଉଦ୍ୟୋଗପତି ଥିଲା ଆଜି ଡାକ୍ତରଖାନାରେ ଶୋଇଛି ତା ପାଖ ବେଡ୍ କୁ ବି ଦେଖୁଥିବ ସେ ରାସ୍ତା କଡ଼ର ଭିକାରୀ ସେ ବି ସମାନ ଛାତ ତଳେ ଶୋଇଛି ଜୀବନ ଦେଖ କେତେ ରଙ୍ଗ ହୀନ ଖାଲି ଧଳା ଧଳା କାନ୍ଥ ହିଁ ଅଛି ସେ ମା
Loading comments…
Loading comments…