by Shiba Charan Mahapatra ✓ · 18 Jun 2019
ହେଲେ ସେ ବା କେମିତି ଜାଣିବ ପୁରୁଷର ପ୍ରେମ , କଳ୍ପନା ଆଉ ବାସ୍ତବତା ଭିତରେ ଆକାଶ ପାତାଳର ଫରକ ତିଆରି କରି ରଖିଛି । ବିବାହ ପରେ ପରେ କେହି ଯେମିତି ତା ସୁନା ସ୍ୱପ୍ନର ପର ଲଗା ଡେଣା ଦୁଇଟିକୁ ସଂସ୍କାର , ପରମ୍ପରା , ନୀତି ନିୟମର ନାମ ଦେଇ କାଟି ଟିକ୍ ଟିକ୍ କରି ଫିଙ୍ଗି ଦେଇଥିଲା ।
Loading comments…
Loading comments…