Loading…
ଆଲୋକ କହିଲେ ସୂର୍ଯ୍ୟକୁ ସମସ୍ତେ ବୁଝନ୍ତି ,ଡିବିରର ମହତ୍ତ୍ବ କେବଳ ଅନ୍ଧାରରେ ପହଁରୁଥିବା ଲୋକକୁ ସିନା ଜଣା ପଡେ ,ସୂର୍ଯ୍ୟ ପାଖରେ କଣ ତାର ମୂଲ୍ୟ କଷା ଯାଇପାରେ!!ଏମିତି ଡିବିରିରୁ ତେଲ ସରେ ,କୋଣରେ ପଡିରହେ ,ନୂଆ ଲ୍ୟାମ୍ପ ଆସିଲେ ତା କଳା କୁ କିଏ ଘସି ସଫା କରେ ,ସେ ସେମିତି କୋଣ ମୁଣ୍ଦରେ ପଡିରହେ ,ନିହାତି ଅଦରକାରୀ ପରି,ମସିହା ମନରେ ,ମସିହା ଦେହରେ ,କେବଳ ଜୀବନସାରାର ବୁନ୍ଦେ ଲୁହକୁ ଆଖିରେ ମାରି ।
Comments
Loading comments…