by Prasanna Rana ✓ · 31 Mar 2022
ମୁଁ ପରୀକ୍ଷାରେ ପ୍ରଥମ ହେଲି। ହେଲେ, ଦିବାକର ପରୀକ୍ଷା ଦେଇ ଆସି ନଥିଲା। ପରେ ଶୁଣିଲି ରକ୍ତ କର୍କଟରେ ତା'ର ଦେହାନ୍ତ ହୋଇସାରିଛି।
Loading comments…
Comments
Loading comments…