by Etishree Jana ✓ · 6 Jan 2022
ଅନ୍ଧାର ରାତି l କେହିଜଣେ କଳା ପୋଷାକ ପିନ୍ଧି ଘର ଭିତରକୁ ପସିଆସିଲା l ହାତରେ ଛୋଟିଆ ନାଲି ଆଲୁଅ ଓ ଛୁରୀ ମଧ୍ୟ ଥିଲା l ସେ ଗୋଟିଏ କୋଠରୀ ମଧ୍ୟରେ ପ୍ରବେଶ କଲା l
Loading comments…
Loading comments…