by Sudeshna Misra ✓ · 17 Oct 2021
ଏଥର ଛୁଟିରେ ଫେରିଲେ ମମି ପାପାଙ୍କୁ ଦେଖାକରି ସାରି ସେ ଗାଆଁକୁ ଯିବ ବୋଲି ଭାବିଛି । ଜେଜେବାପା ଓ ଜେଜେମାଆଙ୍କୁ ଆଉ କକେଇ ଓ ପିଉସୀଙ୍କୁ ଯେମିତି ହେଉ ଦେଖାକରିବ । ପ୍ରାୟ ଛଅ ସାତ ବର୍ଷ ହେବ ଗାଆଁକୁ ଯାଇନି ।
Loading comments…
Loading comments…