by Kulamani Sahu ✓ · 4 Aug 2021
ମୁଁ ଏତେ ଅଦରକାରୀ ହୋଇସାରିଥିଲି ଯେ ପକ୍ଷୀଟିଏ ସୁଦ୍ଧା ମୋ ଉପରେ ବସା ବାନ୍ଧିବାକୁ ପସନ୍ଦ କରୁନଥିଲା। କାରଣ ମୋର ଥୁଣ୍ଟା ଗଣ୍ଡିଟିର ଉଚ୍ଚତା ମଣିଷର ହାତପାଆନ୍ତାରେ ଥିଲା।
Loading comments…
Comments
Loading comments…