ଘରର କୂଳବଧୂ ପିଶାଚ ଶଶୁରର ଶିକାର ହୋଇ କୋହଭରା ମନରେ ପଡିରହିଥିଲା ପଲଙ୍କରେ। ମୁଁ ଶରୀର ସାମର୍ଥ୍ୟ ସହ ମାନସିକ ଦୃଢ଼ତା ମଧ୍ୟ ଏହି ଦୁଇ ବର୍ଷ ଭିତରେ ଜୁଟେଇ ଥିଲି। ମୁଁ ବାଢ଼ି ପଟୁ ଏକ ଚାରିଫୁଟିଆ ଶାବଳ ପାଇଗଲି। ସେ ନୀରିହ କୂଳବଧୂ ,ବଧୂର ମାନ୍ୟତା ପାଇ ଖୁସିରେ ପିତାର ଦଶାହ ନାଟକରେ ଭାଗ ନେଉଥିଲା।ମା''ସେ ସନ୍ତାନକୁ ନେଇ ବିଶ୍ରାମ ନେଉଥିଲେ।ସେ ବି ଧଳାଶାଢୀରେ ଶାନ୍ତ ଦେବୀ ଟିଏ ପରି ଦେଖାଯାଉଥିଲେ ଆଉ ଖୁସିଥିଲେ ମଧ୍ୟ ଥିଲେ।
Loading comments…