ନିଧିଆ ଜେଜେ ବୁଝାଇ ଦେଲେ ସାଙ୍ଗ ହୋଇ ମଧ୍ୟ ତୋ ଅସୁବିଧା ବେଳେ ତତେ ଛାଡି ଚାଲିଗଲା। ଏଭଳି ପିଲା ସହ ସାଙ୍ଗ ହେବା ଉଚିତ ନୁହେଁ। ବିପଦ ସମୟରେ ଯିଏ ସାହାଯ୍ୟ କରେ ସେ ହିଁ ପ୍ରକୃତ ସାଙ୍ଗ। କୁନୁ ମଧ୍ୟ ନିଜ ଭୁଲ ବୁଝିପାରିଲା।ମାଆଙ୍କ କଥା ତା'ର ମନେ ପଡିଗଲା।ମାଆ ବାରମ୍ବାର ବାରଣ କରୁଥିଲେ ମୁନୁ ସହ ସାଙ୍ଗ ନହେବାକୁ।
Loading comments…