by Sambit Srikumar ✓ · 29 Aug 2021
ତାଙ୍କ ଉପରେ ଲାଗୁ ହୋଇଛି ସରକାରୀ କଟକଣା। ସାମାଜିକ ଏବଂ ଅର୍ଥନୈତିକ ବାସନ୍ଦ। ଯେଉଁ ଗଣମାଧ୍ୟମ ସଂସ୍ଥା ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ଅବା ତାଙ୍କୁ ବୃତ୍ତିଗତ ଭାବେ ସହାୟତା କରିବେ ସେମାନେ ମଧ୍ୟ ଏହିପରି ବାସନ୍ଦର ସମ୍ମୁଖୀନ ହେବେ।
Loading comments…
Loading comments…