by T.Durga Prasad Rao ✓ · 28 May 2020
ରିହାନ ସମସ୍ତଙ୍କ ଆଡ଼କୁ ଥରେ ଦୃଷ୍ଟିନିକ୍ଷେପ କଲା। ସମସ୍ତଙ୍କ ଚକ୍ଷୁରେ ସହାନୁଭୁତିର ଚିହ୍ନ। ଉଠି ଠିଆ ହୋଇପଡ଼ିଲା ରିହାନ। ହାତ ଦୁଇଟିକୁ ବଢ଼ାଇ ଦେଲା ଇନ୍.ସ୍ପେକ୍ଟରଙ୍କ ଆଡ଼େ।
Loading comments…
Loading comments…