by Sangeeta Barik ✓ · 12 Jun 2022
ଶାଶୁଙ୍କର ଗାଳି ଯେତିକି ବାଧୁ ନଥିଲା ତାଠାରୁ ଅଧିକ ବାଧୁଥିଲା ତାଙ୍କର ମିଥ୍ୟା ଅଭିଯୋଗ । ସେହି ମିଥ୍ୟା ଅଭିଯୋଗ ଶୁଣି ଶଶୁରଙ୍କର ଗାଳି ବର୍ଷଣ ଅତ୍ୟନ୍ତ ଅସହ୍ୟ ହେଉଥିଲା । ସ୍ବାମୀ ଅଫିସରୁ ଫେରୁଫେରୁ ତାଙ୍କ ପାଖରେ ମଧ୍ୟ ବହୁତ ଫରିୟାଦ କରୁ
Loading comments…
Loading comments…