by Fransis Satapathy ✓ · 21 Jun 2020
ସେ ଲୋକଜଣକ ଚିଡ଼ି ଚିଡ଼ି ହୋଇ ଚାଲିଗଲେ। ପାଖାପାଖି ଲୋକ ସବୁ ଦେଖୁଥା'ନ୍ତି । ବୁଦ୍ଧିଆ ମୁହଁ ଲାଲ ପଡ଼ିଯାଇଥାଏ।
Loading comments…
Loading comments…