by Barsha rani Nanda ✓ · 2 Aug 2021
ବୋଉ ମତେ କହିଲା ଛିଃ ମା ସାଙ୍ଗକୁ ସେମିତି କୁହନି ତୁ ତାକୁ ଯେତେ କଥା କହିଲେ ସେ ଆଉ କଣ ତୋ ପାଖକୁ ଆସିବ।ବୋଉ କହିଥିବା କଥା ମୁଁ ସେତେବେଳେ ବୁଝି ପାରିଲିନି।
Loading comments…
Loading comments…