by Saswat Routroy ✓ · 30 Apr 2019
ଧଳାବୁଢ଼ାର କିଛି କହିବାର ରହିଲାନି। ସିଏ ତା ନିଜ ଚାତୁରୀରେ ଆଜି ଧରାଶାୟୀ। ସିଏ ମୁଣ୍ଡ ପାତି ଚୁପଚାପ ଗାଁ ତ୍ୟାଗ କଲା। ଗାଁ ଲୋକମାନେ ପୁଣି ତାଙ୍କ ନିଜ ଧର୍ମକୁ ଫେରି ଆସିଲେ।
Loading comments…
Loading comments…