by Akshayakumar Dash ✓ · 4 Jun 2019
ଆକାଶକୁ ଚାହଁ ଅସଂଖ୍ୟ ତାରକା ଚନ୍ଦ୍ରମା ,ଦିନ ଅର୍ଥାତ ଦୀନବନ୍ଧୁ ଦିବାକର ଆସିଗଲେ ସମସ୍ତେ ଛପି ଜିବେ ,ରାତ୍ରୀର ଶୋଭା ବଢୁଥିବା ଏହି ତାରକା ମନେ ମଉଳି ଯିବାକୁ ବସିବେ ।
Loading comments…
Loading comments…