by Padmalaya Padhy ✓ · 24 Dec 2021
-ସେ ମୋ ସ୍ୱାମୀ ନୁହେଁ l ସେ ଗୋଟିଏ ରାକ୍ଷସ l ମୁଁ ତାହାର ପତ୍ନୀ କମ୍ ବରଂ ଗୋଟିଏ ସୁନା ଅଣ୍ଡା ଦେଉଥିବା ପକ୍ଷୀ l ନା ସେ ମୋତେ ଛାଡି ପାରିବ ନା ମୁଁ ତା କବଳରୁ ଖସି ଯାଇପାରିବି l ମୋର ଏଇ ଆକର୍ଷଣୀୟ ଶରୀର ତା ପାଇଁ ରୋଜଗାରର ଗୋଟିଏ ମାଧ୍ୟମ
Loading comments…
Loading comments…