by ଵଳରାମ ତରାଈ ✓ · 5 Jun 2019
ତୁମେ ଏପରି ଏକ ଘରେ ରହିବାକୁ ଚାହିଁବ କି ଯେଉଁ ଘରର ସମସ୍ତ କାନ୍ଥ ଦୁର୍ବଳ ହୋଇଥିବ । ଘର ପାଖ ପରିବେଶ ଅଳିଆ ଆବର୍ଜନାରେ ପରିପୁର୍ଣ୍ଣ ହୋଇଥିବ । ଛାତରୁ ଖଣ୍ଡ ଖଣ୍ଡ ହୋଇ ଝଡୁଥିବ । ଛାତରୁ ଟପ ଟପ ପାଣି ବହୁଥିବ ଓ କବାଟ କି ଝରକା ନଥିବ ।
Loading comments…
Loading comments…