by Minakshi Samal ✓ · 30 May 2021
ଜୀବନର ସବୁକିଛି ଘଟଣା ଦୁର୍ଘଟଣା ଦୁହିଁଙ୍କ ପାଖରେ ଖୋଲା ଥିବା ବହିର ପୃଷ୍ଠା ପରି ଥିଲା। ଘନିଷ୍ଠ ବନ୍ଧୁତା ଭିତରେ ବିଶ୍ବାସର ଚେରଟା ଭୂମିର ଗଭୀରତମ ସ୍ତରକୁ ଚାଲିଯାଏ।ତାର ଗଭୀରତା ମାପିବା ଅସମ୍ଭବ ହୋଇପଡେ।
Loading comments…
Loading comments…