by Jeevan Pradeep Pradhan ✓ · 5 Dec 2021
ତାଙ୍କୁ ସେତେବେଳୁ ଦେଖୁଥିଲା ସେହି ମଳିନ ଚେହେରାଧାରୀ ଭୋକିଲା ଭିକାରୀଜଣକ। କାର ପଛରେ ଉଡି ଯାଉଥିବା ଧୂଳି ଆଡ଼କୁ ଚାହିଁ ମନେ ମନେ ଭାବୁଥିଲା ଧର୍ମର ସଂଜ୍ଞା ଆଉ ଆଭିଜାତ୍ୟର ନିୟମ।
Loading comments…
Loading comments…